ଭୁବନେଶ୍ୱର,୨୦/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୮୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୨୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୨,୪୮୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୬୭,୧୦୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬,୩୦୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th Feb
New Positive Cases: 492
Of which 0-18 years: 122
In quarantine: 289
Local contacts: 203(Details of local contacts will be shared by concerned District)
1. Angul: 3
2. Balasore: 9
3. Bargarh: 1
4. Bhadrak: 9
5. Balangir: 2
6. Boudh: 3— I & PR Department, Odisha (@IPR_Odisha) February 20, 2022
23. Nawarangpur: 2
24. Nayagarh: 16
25. Nuapada: 7
26. Puri: 8
27. Rayagada: 45
28. Sambalpur: 38
29. Sonepur: 5
30. Sundargarh: 96
31. State Pool: 10New recoveries: 1266
Cumulative tested: 28826116
Positive: 1282481
Recovered: 1267109
Active cases: 6308— I & PR Department, Odisha (@IPR_Odisha) February 20, 2022