ଭୁବନେଶ୍ୱର, ୧୬/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୯୫ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୮୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯,୮୯୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୬୧,୪୬୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୯,୪୩୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 15th Feb
New Positive Cases: 852
Of which 0-18 years: 181
In quarantine: 495
Local contacts: 357(Details of local contacts will be shared by concerned District)
1. Angul: 16
2. Balasore: 25
3. Bargarh: 11
4. Bhadrak: 16
5. Balangir: 7
6. Boudh: 12— I & PR Department, Odisha (@IPR_Odisha) February 16, 2022
23. Nawarangpur: 20
24. Nayagarh: 17
25. Nuapada: 25
26. Puri: 11
27. Rayagada: 13
28. Sambalpur: 39
29. Sonepur: 10
30. Sundargarh: 89
31. State Pool: 25New recoveries: 1671
Cumulative tested: 28595269
Positive: 1279898
Recovered: 1261467
Active cases: 9433— I & PR Department, Odisha (@IPR_Odisha) February 16, 2022