ଆରପାରିରେ ପ୍ରସିଦ୍ଧ ସଙ୍ଗୀତକାର ବାପି ଲାହିରି

ଭୁବନେଶ୍ୱର, ୧୬/୨: ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ବାପି ଲାହିରିଙ୍କ ଆଜି ପରଲୋକ ଘଟିଛି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବୀ ଭଳି ଫିଲ୍ମରେ ସଂଗୀତ ନିର୍ଦେଶନା ଦେଇଥିଲେ ବାପି । ଫିଲ୍ମ ‘ବାଗି-୩’ ଥିଲା ତାଙ୍କର ଶେଷ ବଲିଉଡ ଫିଲ୍ମ ।