ଭୁବନେଶ୍ୱର, ୧୨/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୫୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୯୭ ଓ ସ୍ଥାନୀୟ ଅଞ୍ଚଳରୁ ୬୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୪୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୬,୧୧୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୫୩,୯୧୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୩,୨୮୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th Feb
New Positive Cases: 1539
Of which 0-18 years: 342
In quarantine: 897
Local contacts: 642(Details of local contacts will be shared by concerned District)
1. Angul: 119
2. Balasore: 40
3. Bargarh: 23
4. Bhadrak: 25
5. Balangir: 10
6. Boudh: 27— I & PR Department, Odisha (@IPR_Odisha) February 12, 2022
23. Nawarangpur: 32
24. Nayagarh: 36
25. Nuapada: 26
26. Puri: 33
27. Rayagada: 75
28. Sambalpur: 65
29. Sonepur: 17
30. Sundargarh: 124
31. State Pool: 52New recoveries: 2483
Cumulative tested: 28355937
Positive: 1276114
Recovered: 1253914
Active cases: 13285— I & PR Department, Odisha (@IPR_Odisha) February 12, 2022