ଭୁବନେଶ୍ୱର, ୧୦/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୬୨ ଓ ସ୍ଥାନୀୟ ଅଞ୍ଚଳରୁ ୬୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୩୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୩,୦୦୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୪୮,୧୫୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୫,୯୮୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 9th Feb
New Positive Cases: 1480
Of which 0-18 years: 334
In quarantine: 862
Local contacts: 618(Details of local contacts will be shared by concerned District)
1. Angul: 72
2. Balasore: 34
3. Bargarh: 25
4. Bhadrak: 20
5. Balangir: 37
6. Boudh: 36— I & PR Department, Odisha (@IPR_Odisha) February 10, 2022
23. Nawarangpur: 35
24. Nayagarh: 59
25. Nuapada: 57
26. Puri: 37
27. Rayagada: 47
28. Sambalpur: 21
29. Sonepur: 27
30. Sundargarh: 139
31. State Pool: 36New recoveries: 3126
Cumulative tested: 28225602
Positive: 1273003
Recovered: 1248152
Active cases: 15980— I & PR Department, Odisha (@IPR_Odisha) February 10, 2022