ଭୁବନେଶ୍ୱର, ୯/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୭୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୯୯୭ ଓ ସ୍ଥାନୀୟ ଅଞ୍ଚଳରୁ ୭୧୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୨୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୧,୫୨୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୪୫,୦୨୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୭,୬୪୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 8th Feb
New Positive Cases: 1712
Of which 0-18 years: 323
In quarantine: 997
Local contacts: 715(Details of local contacts will be shared by concerned District)
1. Angul: 79
2. Balasore: 54
3. Bargarh: 17
4. Bhadrak: 22
5. Balangir: 31
6. Boudh: 29— I & PR Department, Odisha (@IPR_Odisha) February 9, 2022
23. Nawarangpur: 26
24. Nayagarh: 45
25. Nuapada: 39
26. Puri: 40
27. Rayagada: 34
28. Sambalpur: 56
29. Sonepur: 54
30. Sundargarh: 147
31. State Pool: 48New recoveries: 3429
Cumulative tested: 28166786
Positive: 1271523
Recovered: 1245026
Active cases: 17647— I & PR Department, Odisha (@IPR_Odisha) February 9, 2022