ଭୁବନେଶ୍ୱର, ୨୧/୧୧: ଗିରିଶ ଚନ୍ଦ୍ର ମୁର୍ମୁ ଆନ୍ତସଂସଦୀୟ ସଂଘର ଏକ୍ସଟରନାଲ ଅଡିଟର ଭାବେ ନିଯୁକ୍ତ ହୋଇଛନ୍ତି। ସେନେଇ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Congratulate #Odisha born CAG of India, Girish Chandra Murmu for being elected as the external auditor of Inter-Parliamentary Union, Geneva. Wish him best for his new responsibility.
— Naveen Patnaik (@Naveen_Odisha) November 21, 2020