ଭୁବନେଶ୍ୱର, ୪/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨,୬୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୩୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୨,୧୦୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୨୨,୮୬୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୦,୪୯୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd Feb
New Positive Cases: 2697
Of which 0-18 years: 435
In quarantine: 1568
Local contacts: 1129(Details of local contacts will be shared by concerned District)
1. Angul: 55
2. Balasore: 73
3. Bargarh: 53
4. Bhadrak: 48
5. Balangir: 98
6. Boudh: 48— I & PR Department, Odisha (@IPR_Odisha) February 4, 2022
23. Nawarangpur: 75
24. Nayagarh: 96
25. Nuapada: 55
26. Puri: 63
27. Rayagada: 85
28. Sambalpur: 85
29. Sonepur: 29
30. Sundargarh: 291
31. State Pool: 108New recoveries: 7487
Cumulative tested: 27872986
Positive: 1262102
Recovered: 1222867
Active cases: 30493— I & PR Department, Odisha (@IPR_Odisha) February 4, 2022