ପଶ୍ଚିମବଙ୍ଗରେ ଆସନ୍ତା ୩ ତାରିଖରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ, ୩/୨: ଦେଶରେ ଏବେ କରୋନା ସଂକ୍ରମଣ କମିଛି। ତେଣୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ପଶ୍ଚିମବଙ୍ଗରେ ଆସନ୍ତା ଫେବ୍ରୁଆରୀ ୩ ତାରିଖରୁ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ସ୍କୁଲ, କଲେଜ ଓ ମହାବିଦ୍ୟାଳୟ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। କୋଭିଡ ନିୟମ ମାନି ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ ।