ଭୁବନେଶ୍ୱର, ୩୦/୧: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪,୮୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୬୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୫,୯୧୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୮୪,୧୭୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୩,୦୯୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 379
8. Deogarh: 73
9. Dhenkanal: 45
10. Gajapati: 62
11. Ganjam: 67
12. Jagatsinghpur: 100
13. Jajpur: 166
14. Jharsuguda: 61
15. Kalahandi: 158
16. Kandhamal: 52
17. Kendrapada: 70
18. Keonjhar: 81
19. Khurda: 1023
20. Koraput: 50
21. Malkangiri: 18— I & PR Department, Odisha (@IPR_Odisha) January 30, 2022
New recoveries: 10267
Cumulative tested: 27570488
Positive: 1245911
Recovered: 1184174
Active cases: 53090— I & PR Department, Odisha (@IPR_Odisha) January 30, 2022