ଭୁବନେଶ୍ୱର, ୨୯/୧: ରାଜ୍ୟରେ ଆଜି ପୁଣି ଗତକାଲି ଅପେକ୍ଷା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪,୮୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୭୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୧,୦୬୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୭୩,୯୦୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୮,୫୩୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 443
8. Deogarh: 85
9. Dhenkanal: 84
10. Gajapati: 65
11. Ganjam: 58
12. Jagatsinghpur: 96
13. Jajpur: 134
14. Jharsuguda: 70
15. Kalahandi: 155
16. Kandhamal: 80
17. Kendrapada: 60
18. Keonjhar: 69
19. Khurda: 1253
20. Koraput: 81
21. Malkangiri: 43— I & PR Department, Odisha (@IPR_Odisha) January 29, 2022
New recoveries: 10511
Cumulative tested: 27507630
Positive: 1241068
Recovered: 1173907
Active cases: 58533— I & PR Department, Odisha (@IPR_Odisha) January 29, 2022