MBBS ଓ BDSରେ ନାମଲେଖା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶିତ

ଭୁବନେଶ୍ୱର, ୨୮/୧: MBBS ଓ BDSରେ ନାମଲେଖା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନାମଲେଖା ପାଇଁ ଛାତ୍ରଛାତ୍ରୀ ୩୦ ତାରିଖ ପୂର୍ବାହ୍ନ ୧୦ଟାରୁ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଚଏସ୍ ଲକିଂ କରିପାରିବେ । ଏହାପରେ ଫେବୃୟାରୀ ୩ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟୟ ଆଲଟମେଣ୍ଟ ତାଲିକା । ଫେବୃୟାରୀ ୫ରୁ ୧୦ ତାରିଖ ଅପରାହ୍ନ ୫ଟା ଯାଏଁ ନାମଲେଖା ପାଇଁ ରିପୋର୍ଟିଂ ହେବା ନେଇ ସୂଚନା ରହିଛି।