ଭୁବନେଶ୍ୱର, ୨୮/୧: ରାଜ୍ୟରେ ଆଜି ପୁଣି ଗତକାଲି ଅପେକ୍ଷା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫,୦୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୯୩୨ ଓ ସ୍ଥାନୀୟ ଅଞ୍ଚଳରୁ ୨୧୨୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୬୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୬,୨୨୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୬୩,୩୯୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୪,୨୧୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 495
8. Deogarh: 51
9. Dhenkanal: 69
10. Gajapati: 68
11. Ganjam: 60
12. Jagatsinghpur: 125
13. Jajpur: 128
14. Jharsuguda: 50
15. Kalahandi: 140
16. Kandhamal: 84
17. Kendrapada: 34
18. Keonjhar: 49
19. Khurda: 1111
20. Koraput: 76
21. Malkangiri: 58— I & PR Department, Odisha (@IPR_Odisha) January 28, 2022
New recoveries: 11157
Cumulative tested: 27443759
Positive: 1236226
Recovered: 1163396
Active cases: 64217— I & PR Department, Odisha (@IPR_Odisha) January 28, 2022