ଭୁବନେଶ୍ୱର, ୨୬/୧: ରାଜ୍ୟରେ ଆଜି ପୁଣି ଗତକାଲି ଅପେକ୍ଷା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭,୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୩୦୬ ଓ ସ୍ଥାନୀୟ ଅଞ୍ଚଳରୁ ୩୧୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୬୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୨୫,୨୬୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୪୨,୧୬୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୪,୫୧୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 548
8. Deogarh: 25
9. Dhenkanal: 37
10. Gajapati: 99
11. Ganjam: 34
12. Jagatsinghpur: 129
13. Jajpur: 152
14. Jharsuguda: 45
15. Kalahandi: 188
16. Kandhamal: 123
17. Kendrapada: 84
18. Keonjhar: 136
19. Khurda: 1959
20. Koraput: 159
21. Malkangiri: 67— I & PR Department, Odisha (@IPR_Odisha) January 26, 2022
New recoveries: 10244
Cumulative tested: 27318915
Positive: 1225268
Recovered: 1142161
Active cases: 74512— I & PR Department, Odisha (@IPR_Odisha) January 26, 2022