ଭୁବନେଶ୍ୱର, ୨୪/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭,୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୨୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩୦୬୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୯୫୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୧,୯୫୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୨୧,୬୦୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୧,୭୬୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 561
8. Deogarh: 62
9. Dhenkanal: 96
10. Gajapati: 95
11. Ganjam: 50
12. Jagatsinghpur: 121
13. Jajpur: 203
14. Jharsuguda: 83
15. Kalahandi: 173
16. Kandhamal: 98
17. Kendrapada: 109
18. Keonjhar: 132
19. Khurda: 1705
20. Koraput: 111
21. Malkangiri: 57— I & PR Department, Odisha (@IPR_Odisha) January 24, 2022
New recoveries: 10841
Cumulative tested: 27193858
Positive: 1211951
Recovered: 1121608
Active cases: 81765— I & PR Department, Odisha (@IPR_Odisha) January 24, 2022