ଭୁବନେଶ୍ୱର, ୨୨/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮,୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୩୭୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୯୨୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୬,୧୪୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୯୯,୪୨୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୮,୧୫୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 628
8. Deogarh: 55
9. Dhenkanal: 100
10. Gajapati: 92
11. Ganjam: 53
12. Jagatsinghpur: 180
13. Jajpur: 209
14. Jharsuguda: 144
15. Kalahandi: 239
16. Kandhamal: 109
17. Kendrapada: 92
18. Keonjhar: 110
19. Khurda: 2528
20. Koraput: 203
21. Malkangiri: 50— I & PR Department, Odisha (@IPR_Odisha) January 22, 2022
New recoveries: 10390
Cumulative tested: 27059365
Positive: 1196140
Recovered: 1099423
Active cases: 88150— I & PR Department, Odisha (@IPR_Odisha) January 22, 2022