ଭୁବନେଶ୍ୱର, ୭/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୭୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୪ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୦୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨,୪୭୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୫,୭୧୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮,୨୩୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th Jan
New Positive Cases: 2703
Of which 0-18 years: 409
In quarantine: 1579
Local contacts: 1124(Details of local contacts will be shared by concerned District)
1. Angul: 7
2. Balasore: 73
3. Bargarh: 75
4. Bhadrak: 5
5. Balangir: 54
6. Boudh: 7— I & PR Department, Odisha (@IPR_Odisha) January 7, 2022
23. Nawarangpur: 29
24. Nayagarh: 6
25. Nuapada: 10
26. Puri: 54
27. Rayagada: 22
28. Sambalpur: 179
29. Sonepur: 10
30. Sundargarh: 454
31. State Pool: 211New recoveries: 204
Cumulative tested: 25963037
Positive: 1062476
Recovered: 1045718
Active cases: 8237— I & PR Department, Odisha (@IPR_Odisha) January 7, 2022