ଭୁବନେଶ୍ୱର, ୬/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୦୬ ଓ ସ୍ଥାନୀୟ ଅଞ୍ଚଳରୁ ୭୯୧ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୫୮ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୯,୭୭୩କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୫,୫୧୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୭୩୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 5th Jan
New Positive Cases: 1897
Of which 0-18 years: 258
In quarantine: 1106
Local contacts: 791(Details of local contacts will be shared by concerned District)
1. Angul: 3
2. Balasore: 100
3. Bargarh: 16
4. Bhadrak: 7
5. Balangir: 6
6. Boudh: 3— I & PR Department, Odisha (@IPR_Odisha) January 6, 2022
23. Nawarangpur: 25
24. Nayagarh: 14
25. Nuapada: 12
26. Puri: 54
27. Rayagada: 7
28. Sambalpur: 125
29. Sonepur: 13
30. Sundargarh: 262
31. State Pool: 158New recoveries: 138
Cumulative tested: 25894067
Positive: 1059773
Recovered: 1045514
Active cases: 5739— I & PR Department, Odisha (@IPR_Odisha) January 6, 2022