ଭୁବନେଶ୍ୱର, ୪/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୯୭ ଓ ସ୍ଥାନୀୟ ଅଞ୍ଚଳରୁ ୨୮୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୬,୬୬୦କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୫,୨୫୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୮୮୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd Jan
New Positive Cases: 680
Of which 0-18 years: 119
In quarantine: 397
Local contacts: 283(Details of local contacts will be shared by concerned District)
1. Angul: 1
2. Balasore: 34
3. Bargarh: 14
4. Balangir: 4
5. Cuttack: 59
6. Deogarh: 9— I & PR Department, Odisha (@IPR_Odisha) January 4, 2022
24. Sonepur: 6
25. Sundargarh: 69
26. State Pool: 61New recoveries: 146
Cumulative tested: 25752819
Positive: 1056660
Recovered: 1045255
Active cases: 2888— I & PR Department, Odisha (@IPR_Odisha) January 4, 2022