ଭୁବନେଶ୍ୱର, ୩/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୫,୯୮୦କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୫,୧୦୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୩୫୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 2nd Jan
New Positive Cases: 424
Of which 0-18 years: 47
In quarantine: 246
Local contacts: 178(Details of local contacts will be shared by concerned District)
1. Balasore: 29
2. Bargarh: 5
3. Bhadrak: 1
4. Balangir: 6
5. Cuttack: 66
6. Deogarh: 4— I & PR Department, Odisha (@IPR_Odisha) January 3, 2022
23. Sambalpur: 22
24. Sonepur: 7
25. Sundargarh: 27
26. State Pool: 31New recoveries: 147
Cumulative tested: 25701074
Positive: 1055980
Recovered: 1045109
Active cases: 2355— I & PR Department, Odisha (@IPR_Odisha) January 3, 2022