କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୮ମୃତ

ଭୁବନେଶ୍ୱର, ୧୧/୩: ଉତ୍ତର ପ୍ରଦେଶ ଆଗ୍ରାର ଏତମାଦୁଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଯାହାଫଳରେ  ୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଗୁରୁତାରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ କାର୍ ଝାଡ଼ଖଣ୍ଡର ଓ ଟ୍ରକ୍‌ଟି ନାଗାଲାଣ୍ଡର ହୋଇଥିବା ଜଣାପଡିଛି।