ଭୁବନେଶ୍ୱର, ୭/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
3.A 74-year-old male of Cuttack district who was also suffering from Diabetes Mellitus & Benign Prostatic hypertrophy.
— H & FW Dept Odisha (@HFWOdisha) December 7, 2020
6.A 50-year-old male of Puri district who was also suffering from Hypertension.
7.A 63-year-old male of Sundargarh district who was also suffering from Diabetes Mellitus, Hypertension & Chronic Kidney Disease.
— H & FW Dept Odisha (@HFWOdisha) December 7, 2020