ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର, ୨୮/୧୧: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସତର୍କ ରହିବା ଜରୁରୀ। ତେଣୁ ସବୁ ସ୍ଥିତି କୁ ଦୃଷ୍ଟି ରେ ରଖି ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ  ସରକାରୀ ଅଫିସ ଚାଲିବ। ଏହାସହ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଡିସେମ୍ବର ମାସ ପାଇଁ ସରକାର ଜାରି କରିଛନ୍ତି ଗାଇଡଲାଇନ ।