ଭୁବନେଶ୍ୱର, ୬/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of six numbers of Covid positive patients while under treatment in hospitals.
1.A 47-year-old female of Balangir district who was also suffering from Chronic Kidney Disease & Hypothyroidsim.
2.A 38-year-old male of Balasore district.
— H & FW Dept Odisha (@HFWOdisha) December 6, 2020
5.A 70-year-old male of Kalahandi district.
6.A 45-year-old female of Nuapada district.
— H & FW Dept Odisha (@HFWOdisha) December 6, 2020