ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ପୁରୀ, ୭/୧୨: ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତିି 5T ସଚିବ ଭି.କେ. ପାଣ୍ଡିଆନ। ସେଠାରେ ସମୀକ୍ଷା ପରେ ଦୋକାନୀମାନଙ୍କ ଥଇଥାନ, ବିକଳ୍ପ ରାସ୍ତା ନିର୍ମାଣ ଓ ଭଗ୍ନାବଶେଷ ସଫେଇ କାମ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି। ତାଙ୍କ ସହ BMC କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ରହିଥିଲେ।