ଭୁବନେଶ୍ୱର, ୧୭/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of five numbers of Covid positive patients while under treatment in hospitals.
1.A 85-year-old female of Balasore district who was also suffering from Hypertension.
— H & FW Dept Odisha (@HFWOdisha) December 17, 2020
4.A 67-year-old male of Sundargarh district who was also suffering from Chronic Kidney Disease.
5.A 79-year-old female of Sundargarh district who was also suffering from Hypertension.
— H & FW Dept Odisha (@HFWOdisha) December 17, 2020