ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର, ୫/୧୦: ଦୁର୍ନୀତିଗ୍ରସ୍ତ ଓ ଅପରାଗତା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛିି। ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତିରାଜ୍ୟ ସରକାର । ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେଣି ସରକାର । ୪ ଅଧିକାରୀଙ୍କ ମଧ୍ୟରେ ୨ ଓଡ଼ିଶା ପ୍ରାଶାସନିକ ଅଧିକାରୀ, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଅଛନ୍ତି।