ଭୁବନେଶ୍ୱର, ୧୧/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of four numbers of Covid positive patients while under treatment in hospitals.
1.A 35-year-old male of Baragarh district.
2. A 73-year-old male of Bhubaneswar who was also suffering from Hypertension & CVA.
— H & FW Dept Odisha (@HFWOdisha) December 11, 2020
4.A 70-year-old male of Malkangiri district who was also suffering from Diabetes Melitus, Diabetic Nephropathy, Hypertension, Chronic Obstructive Airway Disease & Cerebro Vascular Accident.
— H & FW Dept Odisha (@HFWOdisha) December 11, 2020