ବଡଖବର : + ୨ ପରୀକ୍ଷା ବାତିଲ

ଭୁବନେଶ୍ୱର, ୪/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ  + ୨ ପରୀକ୍ଷା ବାତିଲ କରାଯାଇଛି। । କରୋନାକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେଲେ ରାଜ୍ୟ ସରକାର। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜୀବନ ଆଗ, ବାକି ସବୁ ପଛ ।