ଦୁର୍ଘଟଣାରେ ଜଣେ ମୃତ

ଭୁବନେଶ୍ୱର, ୯/୩: ବେଲପାହାଡ଼ NH-49ରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ସଡ଼କ ଦୁର୍ଘଟଣାରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ ହୋଇଛି। ଗାନ୍ଧି ଛକରୁ ବେଲପାହାଡ଼ ଯିବା ବେଳେ ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ରାମପୁର ପୋଲିସର ତଦନ୍ତ ଜାରି ହୋଇଛି ।