ମହାରାଷ୍ଟ୍ର ଭଣ୍ଡାରାରେ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଶିଶୁ ମୃତ

ମହାରାଷ୍ଟ୍ର, ୯/୧୧: ମହାରାଷ୍ଟ୍ର ଭଣ୍ଡାରାରେ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଯିବା ସହ ୭ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଛି।